ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ ...Middle East

News room odisha - News
ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ
ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ । ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ ଚୌକା, ଦୁଇଟି ଛକା) ଏବଂ ଓପନର୍ ଯଶସ୍ବୀ ଜୈସୱାଲ (୪୨)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ୧୭୬ ରନ୍‌ର ଟାର୍ଗେଟ୍ ଜବାବରେ ରୟାଲ୍ସ ଦଳ ୭ ୱିକେଟ୍ ହରାଇ କେବଳ ୧୩୯ ରନ୍ କରିବାକୁ ସମର୍ଥ ହୋଇଥିଲା। ସନରାଇଜର୍ସ ତରଫରୁ ଶାହବାଜ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ୨୪ ରନ୍ ବ୍ୟୟ କରି ୨ଟି ୱିକେଟ୍ ହାସଲ କରିଥିଲେ। ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ସନରାଇଜର୍

Hence then, the article about ସନର ଇଜର ସ କ କ ଆର ଆଇପ ଏଲ ଫ ଇନ ଲ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ )

Apple Storegoogle play

Last updated :

Also on site :



Latest News