ଟି-୨୦ ବିଶ୍ୱକପକୁ ଆତଙ୍କବାଦୀ ଆକ୍ରମଣ ଧମକ ...Middle East

News room odisha - News
ଟି-୨୦ ବିଶ୍ୱକପକୁ ଆତଙ୍କବାଦୀ ଆକ୍ରମଣ ଧମକ
ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆତଙ୍କବାଦୀ ଧମକ ମିଳିଛି। ତ୍ରିନିଦାଦର ପ୍ରଧାନମନ୍ତ୍ରୀ କିଥ୍ ରୋଲେ ଏଭଳି ବିପଦ ସମ୍ପର୍କରେ ସୂଚନା ମିଳିଥିବା କହିଛନ୍ତି। ଏହି ବିପଦର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା ପ୍ରତି ଆୟୋଜକ ରାଷ୍ଟ୍ର ଅତିରିକ୍ତ ଧ୍ୟାନ ଦେବେ ବୋଲି ସେ କହିଛନ୍ତି। ଆସନ୍ତା ମାସରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ସମେତ ୨୦ଟି ଦଳ ଅଂଶଗ୍ରହଣ କରିବେ। କିଛି ପ୍ରାରମ୍ଭିକ ଗ୍ରୁପ୍ ମ୍ୟାଚ୍ ବ୍ୟତୀତ ପୂରା ସୁପର-୮ ପର୍ଯ୍ୟାୟ, ସେମିଫାଇନାଲ ଏବଂ ଫାଇନାଲ ୱେଷ୍ଟଇଣ୍ଡିଜରେ ଖେଳାଯିବ । ରୋଲେ ‘ତ୍ରିନିଦାଦ ଡେଲି ଏକ୍ସପ୍ରେସ’କୁ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ ଏକବିଂଶ ଶତାବ୍ଦୀରେ ମଧ୍ୟ ବିଭିନ୍ନ ରୂପରେ ଆତଙ୍କବାଦ ବିପଦ ରହିଛି। ରୋଲେ କୌଣସି ସଂଗଠନର ନାଁ ନେଇନଥିଲେ ମଧ୍ୟ ‘ଆଇଏସ୍’ ପକ୍ଷରୁ ଏଭଳି ଧମକ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । The post ଟି-୨୦

Hence then, the article about ଟ ୨୦ ବ ଶ ୱକପକ ଆତଙ କବ ଦ ଆକ ରମଣ ଧମକ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଟି-୨୦ ବିଶ୍ୱକପକୁ ଆତଙ୍କବାଦୀ ଆକ୍ରମଣ ଧମକ )

Apple Storegoogle play

Last updated :

Also on site :



Latest News