ଆହୁରି ୪୮ ଘଣ୍ଟା ପ୍ରଖର ତାତି ...Middle East

News by : (News room odisha) -
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାତି ବଢି ବଢ଼ି ଚାଲିଛି । ପ୍ରଚଣ୍ଡ ଗରମ ଓ ମାତ୍ରାଧିକ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଦାଉ ସାଧୁଛି ଗ୍ରୀଷ୍ମ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାକୁ ଥିଲେ ମଧ୍ୟ ତାତି ପ୍ରଭାବ କମିବା ସମ୍ଭାବନା ନାହିଁ । ଆସନ୍ତା ୭ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। The post ଆହୁରି ୪୮ ଘଣ୍ଟା ପ୍ରଖର ତାତି appeared first on News Room Odisha.

Hence then, the article about ଆହ ର ୪୮ ଘଣ ଟ ପ ରଖର ତ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆହୁରି ୪୮ ଘଣ୍ଟା ପ୍ରଖର ତାତି )

Last updated :

Also on site :

Most Viewed News
جديد الاخبار