ଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ ...Middle East

News room odisha - News
ଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ
ଭୁବନେଶ୍ୱର – ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ – ଏସଆଇଟି । ଘଟଣାର ତଦନ୍ତ ପାଇଁ ମୃତକଙ୍କ ଗାଁ ଶ୍ରୀକୃଷ୍ଣଶରଣପୁର ଯିବ ଏସଆଇଟି । ମୃତକଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିବ ଟିମ୍‌ । ଏଣେ ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ହୋଇଛି ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ନିର୍ବାଚନ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଦୁଇ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଘଟଣାର ତଦନ୍ତ ପାଇଁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏସଆଇଟି ଗଠନ କରିଥିଲେ । The post ଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ appeared first on News Room Od

Hence then, the article about ଖଲ ଲ କ ଟ ହ ସ ଏସଆଇଟ ର ତଦନ ତ ଆରମ ଭ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ )

Apple Storegoogle play

Last updated :

Also on site :



Latest News