ବଡ଼ ଦେଉଳରେ ପୁଣି ଖସିଲା ପଥର ...Middle East

News room odisha - News
ବଡ଼ ଦେଉଳରେ ପୁଣି ଖସିଲା ପଥର
ପୁରୀ – ବଡ ଦେଉଳରେ ପୁଣି ଖସିଲା ପଥର । ଆଜି ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଏକ ପଥର ଖସିଥିବା ସୂଚନା ମିଳିଛି। ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବ । ସୈାଭାଗ୍ୟବଶତଃ ପଥର ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା- ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି । The post ବଡ଼ ଦେଉଳରେ ପୁଣି ଖସିଲା ପଥର appeared first on News Room Odisha.

Hence then, the article about ବଡ ଦ ଉଳର ପ ଣ ଖସ ଲ ପଥର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବଡ଼ ଦେଉଳରେ ପୁଣି ଖସିଲା ପଥର )

Apple Storegoogle play

Last updated :

Also on site :



Latest News