ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬  ...Middle East

News room odisha - News
ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬ 
ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଇନିଂସରୁ ଦୁଇଟି ଶତକ ଓ ସମାନ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜରେ ନିଜ ଟେଷ୍ଟ ଡେବ୍ୟୁରେ ଜୈସୱାଲ ୧୭୧ ରନ୍ କରିଥିଲେ। ଜୈସୱାଲ ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୧୭ ଚୌକା ଓ ୫ଟି ଛକା ମାରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ବୀଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ କରି ଅପରାଜିତ ଅଛନ୍ତି । ପୂର୍ବରୁ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଯଶସ୍ବୀଙ୍କୁ ଛାଡ଼ିଦେଲେ

Hence then, the article about ଯଶସ ବ ଙ କ ଅପର ଜ ତ ଶତକ ଭ ରତ ୩୩୬ ୬ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬  )

Apple Storegoogle play

Last updated :

Also on site :

Most viewed in News