ଶରଣ ଶ୍ରୀକ୍ଷେତ୍ର ମାରଦା ...Middle East

News room odisha - News
ଶରଣ ଶ୍ରୀକ୍ଷେତ୍ର ମାରଦା
ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମ ର ମାରଦା ଅଞ୍ଚଳ ରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ । ହାତୀବାଡ଼ି ପାହାଡ଼ର ଉପକଣ୍ଠ ରେ ଥିବା ରୁମାଗଡ଼ର ଜଙ୍ଗଲ ମଧ୍ୟରେ ମହାପ୍ରଭୁଙ୍କୁ ରଖା ଯାଇଥିଲା ।ତତ୍କାଳୀନ ଆଠଗଡ଼ ରାଜା ରଘୁନାଥ ହରିଚନ୍ଦନ ଜଗଦେବ ଖବର ପାଇ ମହାପ୍ରଭୁଙ୍କ ରହଣୀ ନିମନ୍ତେ ଏଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ । ତତ୍କାଳୀନ ଦକ୍ଷ କଳିଙ୍ଗ ଶିଳ୍ପୀମାନେ , ଦୀର୍ଘ ୪୫ ଦିନ ପରିଶ୍ରମ କରି ଏଠାରେ ଥିବା ମନ୍ଦିର କୁ ମହାପ୍ରଭୁଙ୍କ ନିମନ୍ତେ ଗଢି ତୋଳିଥିଲେ । ଏହି ସ୍ଥାନରେ ମହାପ୍ରଭୁ ଦୀର୍ଘ ୨ ବର୍ଷ ୬ ମାସ ରହଣୀ କରିଥିଲେ

Hence then, the article about ଶରଣ ଶ ର କ ଷ ତ ର ମ ରଦ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଶରଣ ଶ୍ରୀକ୍ଷେତ୍ର ମାରଦା )

Apple Storegoogle play

Last updated :

Also on site :