ଶ୍ରୀରାମଚରିତ ମାନସ: ବାଲ କାଣ୍ଡ  ...Middle East

News room odisha - News
ଶ୍ରୀରାମଚରିତ ମାନସ: ବାଲ କାଣ୍ଡ 
॥ ବାଲ କାଣ୍ଡ ॥ ତଦପି ଜଥା ଶୃତ ଜସି ମତି ମୋରୀ । କହିହଉଁ ଦେଖି ପ୍ରଘତି ଅତି ତୋରୀ ॥ ଉମା ପ୍ରସ୍ନ ତବ ସହଜ ସୁହାଈ । ସୁଖଦ ସଂତସଂମତ ମୋହି ଭାଈ ॥ ଭାବାର୍ଥ :- ଶ୍ରୀଶିବପାର୍ବତୀଙ୍କୁ କହିଲେ, ତୁମର ଅତ୍ୟନ୍ତ ଶ୍ରଦ୍ଧା ଆଉ ପ୍ରୀତିକୁ ଦେଖି ମୁଁ ଯେପରି ଶୁଣିଛି ଏବଂ ଯେତିକି ମୋ ବୁଦ୍ଧିରେ ସ୍ମୃତିରେ ଅଛି ସେହି ଅନୁସାରେ ମୁଁ କହିବି । ହେ ପାର୍ବତୀ ! ତୁମର ପ୍ରଶ୍ନ ସ୍ବାଭାବିକ ରୂପେ ବହୁତ ସୁନ୍ଦର, ସୁଖଦାୟକ ଆଉ ସନ୍ଥମାନଙ୍କ ସମ୍ମତ ଅଟେ ଏବଂ ମୋତେ ମଧ୍ୟ ବହୁତ ଭଲ ଲାଗିଲା । The post ଶ୍ରୀରାମଚରିତ ମାନସ: ବାଲ କାଣ୍ଡ  appeared first on News Room Odisha.

Hence then, the article about ଶ ର ର ମଚର ତ ମ ନସ ବ ଲ କ ଣ ଡ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଶ୍ରୀରାମଚରିତ ମାନସ: ବାଲ କାଣ୍ଡ  )

Apple Storegoogle play

Last updated :

Also on site :