ମିଳିଲା ‘ବିଜୟିନୀ’ ମା’ର ପରିଚୟ ...Middle East

News room odisha - News
ମିଳିଲା ‘ବିଜୟିନୀ’ ମା’ର ପରିଚୟ
ସମ୍ବଲପୁର – ଗତମାସରେ ସମ୍ବଲପୁର ରେଙ୍ଗାଲି ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମା’ଙ୍କ ପରିଚୟ ମିଳିଥିବା ସମ୍ବଲପୁର ଏସପି ସୂଚନା ଦେଇଛି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଓ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା ଦେଇଛନ୍ତି। ମହିଳା ଜଣଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଉଦ୍ଧାର ଶିଶୁକନ୍ୟାଟି ସଂପୃକ୍ତ ମହିଳାଙ୍କର ଦ୍ୱିତୀୟ ସନ୍ତାନ ବୋଲି ଜଣାପଡିଛି। ବୋରୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭୀମସାରରେ ଚିକିତ୍ସାଧୀନ ଗତକାଲି ତାର ଏକୋଇଶା ହୋଇ ନାମକରଣ କରାଯାଇଥିଲା ‘ବିଜୟିନୀ’ । The post ମିଳିଲା ‘ବିଜୟିନୀ’ ମା’ର ପରିଚୟ appeared first on News Room Odisha.

Hence then, the article about ମ ଳ ଲ ବ ଜୟ ନ ମ ର ପର ଚୟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମିଳିଲା ‘ବିଜୟିନୀ’ ମା’ର ପରିଚୟ )

Apple Storegoogle play

Last updated :

Also on site :