ଗଞ୍ଜାମ: ଜୁଆ ଆଡ୍ଡାରେ ଧରପଗଡ଼, ୩୦ ଗିରଫ  ...Middle East

News room odisha - News
ଗଞ୍ଜାମ: ଜୁଆ ଆଡ୍ଡାରେ ଧରପଗଡ଼, ୩୦ ଗିରଫ 
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କୁମାର ପୂର୍ଣ୍ଣିମା ପର୍ବ ଆଉ ଅଳ୍ପ କିଛି ଦିନ ରହିଛି। ଏଭଳି ସ୍ଥିତିରେ ଜୁଆ ଖେଳର ଆସର ବେଶ୍ ବୃଦ୍ଧି ପାଇଛି। ଅନେକ ଲୋକ ଏହାକୁ ମନୋରଞ୍ଜନର ମାଧ୍ୟମ କରିଥିବା ବେଳେ ଆଉ କିଛି ଏହାକୁ ଆର୍ଥିକ ଲାଭ ପାଇଁ ଅପରାଧିକ ମାର୍ଗରେ ଟାଣି ନେଉଛନ୍ତି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଏହାକୁ ରୋକିବାକୁ ପୋଲିସ ତରଫରୁ ବ୍ୟାପକ ଧରପଗଡ଼ ଜାରି ରହିଛି। ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ପୋଲିସ ବାହିନୀ ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରି ୩୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ୬ ଗୋଟି ଜୁଆ ଆଡ୍ଡାରୁ ୬୯ ହଜାର ୫୪୦ ଟଙ୍କା ଜବତ କରିବା ସହ ୫ଟି ବାଇକ୍ ମଧ୍ୟ ହେପାଜତକୁ ନେଇଛି। ହିଞ୍ଜିଳିକାଟୁ, ପାଟପୁର, କବିସୂର୍ଯ୍ୟନଗର, ବେଲଗୁଣ୍ଠା ଓ ଭଞ୍ଜନଗର ଥାନା ପୋଲିସ ଜୁଆ ଖେଳ ବିରୋଧରେ ଏଭଳି ଧରପଗଡ଼ ଅଭିଯାନ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲା ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁ

Hence then, the article about ଗଞ ଜ ମ ଜ ଆ ଆଡ ଡ ର ଧରପଗଡ ୩୦ ଗ ରଫ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଗଞ୍ଜାମ: ଜୁଆ ଆଡ୍ଡାରେ ଧରପଗଡ଼, ୩୦ ଗିରଫ  )

Apple Storegoogle play

Last updated :

Also on site :

Most viewed in News