ଏନଡିଏରୁ ଅଲଗା ହେଲା ପୱନ କଲ୍ୟାଣଙ୍କ ଜନସେନା ...Middle East

News room odisha - News
ଏନଡିଏରୁ ଅଲଗା ହେଲା ପୱନ କଲ୍ୟାଣଙ୍କ ଜନସେନା
ବିଶାଖାପାଟଣା : ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରୁ ଓହରି ଯାଇଛି। ପୱନ କଲ୍ୟାଣ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ସେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟିକୁ ସମର୍ଥନ କରିଛନ୍ତି। ପୱନ କଲ୍ୟାଣଙ୍କ ଦଳ ନିକଟରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ସହ ଏକ ମେଣ୍ଟ ଗଠନ କରିଥିଲା। ନାଇଡୁଙ୍କ ଗିରଫଦାରୀକୁ ମଧ୍ୟ ବିରୋଧ କରିଥିଲେ କଲ୍ୟାଣ। ସେବେଠାରୁ ସେ ବିଜେପି ଠାରୁ ଅଲଗା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଜାନୁଆରୀ ୨୦୨୦ରେ ବିଜେପି ସହିତ ହାତ ମିଳାଇଥିଲା। ଏହା ପରେ ଉଭୟ ଦଳ ମିଳିତ ଭାବେ ସ୍ଥାନୀୟ ନିର୍ବାଚନ ଏବଂ ୨୦୨୪ର ଲୋକସଭା ସହ ବିଧାନସଭା ନିର୍ବାଚନରେ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ନିର୍ବାଚନ ପୂର୍ବରୁ ଜନସେନା ହଠାତ୍ ଏନଡିଏରୁ ଓହରି ଟିଡିପି ସହ ମେଣ୍ଟ କରିବା ରାଜ୍ୟ ରାଜନୀତି

Hence then, the article about ଏନଡ ଏର ଅଲଗ ହ ଲ ପୱନ କଲ ୟ ଣଙ କ ଜନସ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏନଡିଏରୁ ଅଲଗା ହେଲା ପୱନ କଲ୍ୟାଣଙ୍କ ଜନସେନା )

Apple Storegoogle play

Last updated :

Also on site :



Latest News