କୋଟାରେ ପୁଣି ଏକ ଆତ୍ମହତ୍ୟା ...Middle East

News room odisha - News
କୋଟାରେ ପୁଣି ଏକ ଆତ୍ମହତ୍ୟା
ଜୟପୁର: କୋଟାରେ ଥମୁନି ଆତ୍ମହତ୍ୟା ଧାରା । ଏଥର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ନିଟ୍ ପାଇଁ ପ୍ରସ୍ତୁତି କରିବାକୁ ମାତ୍ର ପାଞ୍ଚ ମାସ ତଳେ ଝାଡ଼ଖଣ୍ଡରୁ କୋଟା ଆସିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଚଳିତ ବର୍ଷ କୋଟାରେ ଏପର୍ଯ୍ୟନ୍ତ ୨୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଚିନ୍ତାଜନକ ଘଟଣା ରୋକିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି । ଏହାଛଡ଼ା କୋଚିଂ ସେଣ୍ଟର ମାନଙ୍କ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ତଥାପି ଏଠାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ବନ୍ଦ ହେଉନାହିଁ | ନିକଟରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ କୋଟା ଆସିଥାନ୍ତି । The post କୋଟାରେ ପୁଣି ଏକ ଆତ୍ମହତ୍ୟା appea

Hence then, the article about କ ଟ ର ପ ଣ ଏକ ଆତ ମହତ ୟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( କୋଟାରେ ପୁଣି ଏକ ଆତ୍ମହତ୍ୟା )

Apple Storegoogle play

Last updated :

Also on site :