ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ ...Middle East

News by : (News room odisha) -
ହାଥରସ (ୟୁପି): ସତସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଯୋଗୁଁ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାରେ ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି। ଏଟା ସିନିୟର ଏସପି ରାଜେଶ କୁମାର ସିଂଙ୍କ ସୂଚନା ମୁତାବକ ଏହି ଘଟଣା ପୁଲ୍ରାଇ ଗାଁର ଏକ ସତସଙ୍ଗରେ ଘଟିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସତସଙ୍ଗ ଶେଷ ହେବା ପରେ ଲୋକମାନେ କାର୍ଯ୍ୟକ୍ରମ ସ୍ଥଳରୁ ବାହାରକୁ ଯାଉଥିବା ବେଳେ ଦଳାଚକଟା ହୋଇଥିଲା ଓ ଲୋକମାନେ ପରସ୍ପର ଉପରେ ପଡ଼ି ଯାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାକୁ ‘ହୃଦୟ ବିଦାରକ’ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସତସଙ୍ଗରେ ଦଳାଚକଟା ଯୋଗୁଁ ଲୋକଙ୍କ ମୃତ୍ୟୁ ନେଇ ଦୁ

Hence then, the article about ସତସଙ ଗ କ ର ଯ ୟକ ରମର ଦଳ ଚକଟ ୧୦୦ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ )

Last updated :

Also on site :

Most Viewed News
جديد الاخبار