ଆଜିଠୁ ପୁଣି ଖୋଲିଲା ଭିତରକନିକା ...Middle East

News by : (News room odisha) -
ରାଜନଗର – ୯ ଦିନ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଚଳିତମାସ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା । ୯ ଦିନ ପରେ ଆଜି ଜାତୀୟ ଉଦ୍ୟାନ ଖୋଲିଛି । ଭିତରକନିକାରେ ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିଥିଲା । ଚଳିତବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । The post ଆଜିଠୁ ପୁଣି ଖୋଲିଲା ଭିତରକନିକା appeared first on News Room Odisha.

Hence then, the article about ଆଜ ଠ ପ ଣ ଖ ଲ ଲ ଭ ତରକନ କ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜିଠୁ ପୁଣି ଖୋଲିଲା ଭିତରକନିକା )

Last updated :

Also on site :

Most Viewed News
جديد الاخبار