ବିଧାନସଭାର ଶୀତକାଳୀନ ଅଧିବେଶନ: ଆଜି ସ୍ୱାଭାବିକ ହେବ କି ସ୍ଥିତି ?  ...Middle East

News by : (News room odisha) -
ଭୁବନେଶ୍ୱର – ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିବସ । ଆଜି ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି । ଗତକାଲି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରିନଥିଲା । ତେବେ ଦ୍ବିତୀୟାର୍ଦ୍ଧରେ ଗୃହ ସ୍ଵାଭାବିକ ହୋଇଥିଲା । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇପାରେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇ ଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଗୃହ ସ୍ବାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ । The post ବିଧାନସଭାର ଶୀତକାଳୀନ ଅଧିବେଶନ: ଆଜି ସ୍ୱାଭାବିକ ହେବ କି ସ୍ଥିତି ?  appeared first on News Room Odisha.

Hence then, the article about ବ ଧ ନସଭ ର ଶ ତକ ଳ ନ ଅଧ ବ ଶନ ଆଜ ସ ୱ ଭ ବ କ ହ ବ କ ସ ଥ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବିଧାନସଭାର ଶୀତକାଳୀନ ଅଧିବେଶନ: ଆଜି ସ୍ୱାଭାବିକ ହେବ କି ସ୍ଥିତି ?  )

Last updated :

Also on site :

Most Viewed News
جديد الاخبار