ଜାଗା ମିଶନ : ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ୫୪୨ ପରିବାରକୁ ବିଏମସି ବଣ୍ଟନ କଲା ଭୂମି ଅଧିକାର ପ୍ରମାଣପତ୍ର ...Middle East

News by : (News room odisha) -
ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ପକ୍ଷରୁ ଆଜି ଯୋଗ୍ୟ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ( ଏଲ୍‌ଆର୍‌ସି ) ବଣ୍ଟନ କରାଯାଇଛି । ଓଡିଶା ସରକାରଙ୍କର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଜାଗା ମିଶନ’ ଅଧିନରେ ସମସ୍ତ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଅଛି । ପର୍ଯ୍ୟାୟକ୍ରମେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ବିଏମସିର ତିନିଟିଯାକ ଜୋନ୍‌ରେ ୫ ହଜାର ୫୪୨ ପରିବାରଙ୍କୁ ଏଲଆର୍‌ସି ବଣ୍ଟନ କରାଯାଇଛି । ଦକ୍ଷିଣ ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ ସ୍ଥିତ ବଡଗଡ ବ୍ରିଟ୍ କଲୋନୀର ନେତାଜୀ ପଡିଆ , ଦକ୍ଷିଣ – ପୂର୍ବ ଜୋନ୍ ପାଇଁ ୱାର୍ଡ ନମ୍ବର ୪୭ର ୟୁନିଟ୍ ୮ ସ୍ଥିତ କମ୍ୟୁନିଟି ସେଣ୍ଟର ଏବଂ ଉତ୍ତର ଜୋନ୍ ପାଇଁ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ସକାଳ ୯ଟାରୁ ଏଲ୍‌ଆର୍‌ସି ବଣ୍ଟନ କରାଯାଇଥିଲା । ଏହି

Hence then, the article about ଜ ଗ ମ ଶନ ଦ ୱ ତ ୟ ପର ଯ ୟ ୟର ୫ ହଜ ର ୫୪୨ ପର ବ ରକ ବ ଏମସ ବଣ ଟନ କଲ ଭ ମ ଅଧ କ ର ପ ରମ ଣପତ ର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଜାଗା ମିଶନ : ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ୫୪୨ ପରିବାରକୁ ବିଏମସି ବଣ୍ଟନ କଲା ଭୂମି ଅଧିକାର ପ୍ରମାଣପତ୍ର )

Last updated :

Also on site :

Most Viewed News
جديد الاخبار