ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ ...Middle East

News by : (News room odisha) -
ସମ୍ବଲପୁର: ପବିତ୍ର ମହାଳୟାରେ ମାଁ ସମଲେଶ୍ବରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି। ମହାଳୟା ତିଥିରେ ମାଁ ସମଲେଶ୍ବରୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି। ଏହାକୁ ଗଙ୍ଗା ବେଶ ବି କୁହାଯାଇଥାଏ। ମହାଳୟାରେ ପିତୃପୁରୁଷଙ୍କୁ ତର୍ପଣ କରି ମାଁଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ଯ ମିଳିବା ସହିତ ପିତୃଗଣଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ମାଁଙ୍କ ଏହି ରୂପ ଦର୍ଶନ ପାଇଁ ଦୂରଦୁରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଗତକାଲି ରାତିରେ ମନ୍ଦିର ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ଚର୍ଚ୍ଚିତା କରିଥିଲେ। ଏହି ବେଶରେ ମାଁ ଶ୍ଵେତବର୍ଣ୍ଣ ଧାରଣ କରିଥାନ୍ତି। ଶ୍ଵେତବର୍ଣ୍ଣ ଶରୀର ସହ ଶ୍ୱେତବସ୍ତ୍ର ଏବଂ ଶ୍ବେତପୁଷ୍ପରେ ମାଁଙ୍କ ଏହି ରୂପ ଅତି ଶାନ୍ତ ଓ ସୌମ୍ୟ। ଧବଳମୁଖୀ ବେଶରେ ମାଁଙ୍କୁ ସଜ୍ଜିତ କରିବା ପରେ

Hence then, the article about ଧବଳମ ଖ ବ ଶର ମ ସମଲ ଶ ବର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ )

Last updated :

Also on site :

Most Viewed News
جديد الاخبار