ଫାଇଲେରିଆ ନିରାକରଣ ଅଭିଯାନ ...Middle East

News room odisha - News
ଫାଇଲେରିଆ ନିରାକରଣ ଅଭିଯାନ
ବରଗଡ: ଷ୍ଟେସନ ପଡା ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇ ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଥିବା ସମସ୍ତ ତାଲିମ ପ୍ରାପ୍ତ ଔଷଧ ସେବନ କାରୀଙ୍କୁ (ଆଶା, ଅଙ୍ଗନବାଡି) ସକ୍ରିୟ ଭାବେ ଲୋକଙ୍କୁ ସଚେତନ କରିବା ସହ ବରଗଡ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଗଷ୍ଟ ୧୦ ରୁ ୧୯ ତାରିଖ ମଧ୍ୟରେ ତାଲିମ ପ୍ରାପ୍ତ ଔଷଧ ସେବନ କାରୀ ତଥା ଆଶା, ଅଙ୍ଗନବାଡି ନିଜ ଅଞ୍ଚଳର ଘରଘର ବୁଲି ପରିବାରର ସଦସ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଶିକ୍ଷ୍ୟାନୁଷ୍ଠାନ ଗୁଡିକରେ ସମସ୍ତଙ୍କୁ ଔଷଧ ଖୁଆଇବେ । ଜିଲ୍ଲାର ପ୍ରାୟ ୧୪ ଲକ୍ଷ୍ୟ ଲୋକଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ର

Hence then, the article about ଫ ଇଲ ର ଆ ନ ର କରଣ ଅଭ ଯ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଫାଇଲେରିଆ ନିରାକରଣ ଅଭିଯାନ )

Apple Storegoogle play

Last updated :

Also on site :

Most viewed in News