ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଗଲେ ଯୁବକ ...Middle East

News room odisha - News
ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଗଲେ ଯୁବକ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ସେହି ଗାଁର ହେମନସେନ ବେହେରା ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ୫ ଜଣ ସାଙ୍ଗ ଗାଧୋଇବାକୁ ସମୁଦ୍ର ପାଣିରେ ପଶିଥିଲେ। ମାତ୍ର ପ୍ରବଳ ଲହଡ଼ି ମାଡ଼ରେ ହେମନସେନ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ। ବୁଧବାର ସନ୍ଧ୍ୟାରୁ ଏଯାବତ୍ ତାଙ୍କ ଖୋଜଖବର ମିଳିନାହିଁ। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ତଥା ଖାନତଲାସ କାର୍ଯ୍ୟ ତଦାରଖ କରୁଛନ୍ତି। ପ୍ରକାଶ ଥାଉକି ଆର୍ଯ୍ୟପଲ୍ଲୀ ସମୁଦ୍ର ବିଧିବଦ୍ଧ ବେଳାଭୂମି ମାନ୍ୟତା ପାଇଥିଲେ ହେଁ ଏଠାକୁ ଅଧିକ ପର୍ଯ୍ୟଟକ ଆସିନଥାନ୍ତି। ମତ୍ସ୍ୟଜୀବୀଙ୍କୁ ବାଦ୍ ଦେଲେ ଏହି ବେଳାଭୂମି ପ୍ରାୟତଃ ଶୁନଶାନ୍ ଓ ନିଚ୍ଛାଟିଆ ଥାଏ। ସ୍ଥାନୀୟ ଗାଁ ଲୋକ ଓ କାଁ ଭାଁ ସ୍ଥାନୀୟ ପର୍ଯ୍ୟଟକ ହିଁ ଏଠାକୁ ଆସିଥାନ୍ତି। କିନ୍ତୁ ସମୁଦ୍ର ଅଚାନକ ଗଭୀର ଥିବା ସହ‌ ପ୍ର

Hence then, the article about ଆର ଯ ୟପଲ ଲ ସମ ଦ ରର ବ ଡ ଗଲ ଯ ବକ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଗଲେ ଯୁବକ )

Apple Storegoogle play

Last updated :

Also on site :



Latest News