ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ ...Middle East

News room odisha - News
ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ
ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ। ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | କେକେଆର୍ ଦୁଇ ବର୍ଷ ପରେ ଫାଇନାଲ ଖେଳୁଥିବା ବେଳେ ସନରାଇଜର୍ସ ପାଞ୍ଚ ବର୍ଷ ପରେ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। କେକେଆର୍ ଦୁଇଥର ଟାଇଟଲ୍ ଜିତିଛି | ଚଳିତ ସିଜନର ଲିଗ୍ ପର୍ଯ୍ୟାୟରେ କୋଲକାତା ୧୪ ଟି ମ୍ୟାଚ ମଧ୍ୟରୁ ୯ଟି ଜିତିଥିଲା ଏବଂ ମାତ୍ର ୩ଟି ହାରିଥିଲା । ଦଳ ୨୦ ପଏଣ୍ଟ ସହ ଟେବୁଲ ଟପ୍ପର ଭାବେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା | ପ୍ରଥମ କ୍ବାଲିଫାୟରରେ କୋଲକାତା ହା

Hence then, the article about ଆଜ କ କ ଆର ସନର ଇଜର ସ ଟ ଇଟଲ ଲଢ ଇ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ )

Apple Storegoogle play

Last updated :

Also on site :

Most viewed in News


Latest News