ମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ ...Middle East

News room odisha - News
ମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ
ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ଇନର ମଣିପୁର ଲୋକସଭା ଆସନର ୧୧ଟି ବୁଥରେ ଆସନ୍ତାକାଲି (ଏପ୍ରିଲ ୨୨) ସାନି ମତଦାନ ହେବ। ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି, ଏପ୍ରିଲ ୨୨ ସୋମବାର ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଇନର ମଣିପୁରର ୧୧ ବୁଥରେ ପୁନଃ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସା ଯୋଗୁଁ ଇନର ମଣିପୁର ଆସନ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ବ୍ୟାହତ ହୋଇଥିଲା। ଇମ୍ଫାଲ୍ ୱେଷ୍ଟର ଇରୋଏସେମ୍ବା ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଭଙ୍ଗାଯିବା ଅଭିଯୋଗ ହୋଇଥିଲା। ଆଉ କିଛି ସ୍ଥାନରେ ଗୁଳିକାଣ୍ଡ ଖବର ମଧ୍ୟ ଆସିଥିଲା। The post ମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ appeared first on News Room Odisha.

Hence then, the article about ମଣ ପ ରର ୧୧ଟ ବ ଥର ହ ବ ସ ନ ମତଦ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ )

Apple Storegoogle play

Last updated :

Also on site :

Most viewed in News