ମାନସିକ ଅବସାଦରେ ଜୀବନ ହରିଲା ପୁଅ ...Middle East

News room odisha - News
ମାନସିକ ଅବସାଦରେ ଜୀବନ ହରିଲା ପୁଅ
ବଲାଙ୍ଗିର: ମା’ର ମୃତ୍ୟୁକୁ ସହିପାରିଲାନି ନାବାଳକ ପୁଅ । ଜୀବନ ହାରିଦେଲା । ଜଣେ କିଶୋର ତଥା ନାବାଳକ ନିଜ ମାଙ୍କ ମୃତ୍ୟୁ ପରେ ଅବସାଦରୁ ଆତ୍ମହତ୍ୟା କରିଛନ୍ତି । ବଲାଙ୍ଗୀର ବେଲପଡା ଥାନା ଅଂଚଳର ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ଜଣଙ୍କ ଘରକୁ ମାଳତି ମହାକୁଡ ଟିଭି ଦେଖିବାକୁ ଯାଇଥିଲେ । ଏହି ସମୟରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଥିଲା । ଚିକିତ୍ସତ ଅବସ୍ଥାରେ ସେହି ପରିବାରର ୪ ଜଣ ସଦସ୍ୟ ମୃତ୍ୟୁବରଣ କରିିଥିଲେ । ଏହି ଅଘଟଣରେ ମାଳତି ମଧ୍ୟ ଗୁରୁତର ହୋଇପଡିଥିଲେ । ପରେ ପ୍ରାଣ ହରାଇଥିଲେ । ଏବେ ମା’ର ମୃତ୍ୟୁ ପରେ ପୁଅ ଦୁର୍ଲଭ ଅବସାଦକୁ ଚାଲିଯାଇଥିଲେ । ଆଉ ମାଳତିଙ୍କ ଶବ ବ୍ୟବଚ୍ଛେଦ ପରେ ଘରକୁ ଶବ ଆସିବା ପୂର୍ବରୁ ପୁଅ ଦୁର୍ଲଭ ଆତ୍ମହତ୍ୟା କରିଛନ୍ତି । The post ମାନସିକ ଅବସାଦରେ ଜୀବନ ହରିଲା ପୁଅ appeared first on News Room Odisha.

Hence then, the article about ମ ନସ କ ଅବସ ଦର ଜ ବନ ହର ଲ ପ ଅ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମାନସିକ ଅବସାଦରେ ଜୀବନ ହରିଲା ପୁଅ )

Apple Storegoogle play

Last updated :

Also on site :