ପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୬ରେ ଅଲ୍ଆଉଟ୍ ...Middle East

News room odisha - News
ପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୬ରେ ଅଲ୍ଆଉଟ୍
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତୀୟ ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ମ୍ୟାଜିକ ଦେଖିବାକୁ ମିଳିଛି । ଟସ୍ ଜିତି ବ୍ୟାଟିଂ କରିଥିବା ଲଣ୍ଡର ପ୍ରଥମ ଇନିଂସରେ ୨୪୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଇଂଲଣ୍ଡ ତରଫରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ କରିଥିଲେ। ଜନି ବେୟାରଷ୍ଟୋ ୩୭ ରନ୍ ଓ ବେନ୍ ଡକେଟ୍ ୩୫ ରନ୍ କରିଥିଲେ। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜସପ୍ରୀତ ବୁମରା ୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ। ଇଂଲଣ୍ଡର ଇନିଂସ ୬୪.୩ ଓଭରରେ ଶେଷ ହୋଇଥିଲା। The post ପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୬ରେ ଅଲ୍ଆଉଟ୍ appeared first on News Room Odisha.

Hence then, the article about ପ ରଥମ ଟ ଷ ଟ ଇ ଲଣ ଡ ୨୪୬ର ଅଲ ଆଉଟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୬ରେ ଅଲ୍ଆଉଟ୍ )

Apple Storegoogle play

Last updated :

Also on site :