ଏଥର ରାଜ୍ୟରେ ଶୀତର ତୀବ୍ରତା କମ୍ ରହିବ ...Middle East

News room odisha - News
ଏଥର ରାଜ୍ୟରେ ଶୀତର ତୀବ୍ରତା କମ୍ ରହିବ
ଭୁବନେଶ୍ୱର – ଏଥର ଓଡ଼ିଶାରେ ଶୀତର ତୀବ୍ରତା କମ୍ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏ ବର୍ଷ ଡିସେମ୍ବର ଓ ଆସନ୍ତାବର୍ଷ ଫେବ୍ରୁଆରୀ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତେଣୁ ଶୀତ ଋତୁ ଉଷ୍ମ ରହିବ । ଏ ବର୍ଷ ରାଜ୍ୟରେ ନଭେମ୍ବର ମାସରେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହୋଇନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଶୀତର ତୀବ୍ରତା ସେତେ ନଥିବା ପରିଲକ୍ଷିତ ହୋଇଛି। The post ଏଥର ରାଜ୍ୟରେ ଶୀତର ତୀବ୍ରତା କମ୍ ରହିବ appeared first on News Room Odisha.

Hence then, the article about ଏଥର ର ଜ ୟର ଶ ତର ତ ବ ରତ କମ ରହ ବ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏଥର ରାଜ୍ୟରେ ଶୀତର ତୀବ୍ରତା କମ୍ ରହିବ )

Apple Storegoogle play

Last updated :

Also on site :

Most viewed in News