ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଇଂଲଣ୍ଡ ...Middle East

News room odisha - News
ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଇଂଲଣ୍ଡ
ପୁଣେ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡସକୁ ହରାଇଛି | ଏଥିସହ ଦଳ ପାଞ୍ଚ ମ୍ୟାଚ୍ ପରାଜୟ ଧାରା ଭାଙ୍ଗିଛି । ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଇଂଲଣ୍ଡର ଏହା ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ । ଏହାପୂର୍ବରୁ ଦଳ ବାଂଲାଦେଶକୁ ହରାଇଥିଲା । ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦଶମରୁ ସପ୍ତମ ସ୍ଥାନକୁ ଉଠି ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା ପାଇଁ ଆଶା ଉଜ୍ଜୀବିତ କରିଛି । ପାକିସ୍ତାନରେ ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଆୟୋଜକ ଦଳ ସହ ଚଳିତ ବିଶ୍ୱକପର ଟପ୍ ୮ ଦଳ ଯୋଗ୍ୟତା ଅର୍ଜନ କରିବେ। ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।ବେନ୍ ଷ୍ଟୋକ୍ସଙ୍କ ଶତକ ସହାୟତାରେ ଇଂଲଣ୍ଡ ୯ ୱିକେଟ୍ ହରାଇ ୩୩୯ ରନ୍ କରିଥିଲା। ଷ୍ଟୋକ୍ସ ୮୪ ବଲରେ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୧୦୮ ରନର ଇନିଂସ ଖେଳି

Hence then, the article about ନ ଦରଲ ଣ ଡସକ ୧୬୦ ରନର ହର ଇଲ ଇ ଲଣ ଡ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଇଂଲଣ୍ଡ )

Apple Storegoogle play

Last updated :

Also on site :