ଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ ...Middle East

News by : (News room odisha) -
ଭୁବନେଶ୍ୱର – ଆସନ୍ତା ୧୯ ତାରିଖରେ ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି। ୧୯ ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ବୈଠକ ବସିବ। ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ତାହା ଚୟନ କରାଯିବ। The post ଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ appeared first on News Room Odisha.

Hence then, the article about ଆସନ ତ ୧୯ର ବ ଜ ଡ ବ ଧ ୟକ ଦଳ ବ ଠକ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ )

Last updated :

Also on site :

Most Viewed News
جديد الاخبار