୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି ...Middle East

News by : (News room odisha) -
ଭୁବନେଶ୍ୱର -ରାଜ୍ୟରେ ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣ ପୂର୍ବରୁ ଆସନ୍ତୁ ନଜର ପକାଇବା ୨୦୧୯ ନିର୍ବାଚନରେ କାହାର କ’ଣ ସ୍ଥିତି ଥିଲା । * ବିଜେଡି ୧୪୬ ଆସନରେ ଲଢି ଜିତିଥିଲା ୧୧୨ ଆସନ ( ପାଟକୁରା ଆସନ ବାଦ୍ ଦେଇ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏହି ଆସନରେ ପରେ ଉପନିର୍ବାଚନ ହୋଇଥିଲା ) * ବିଜେପି ୧୪୬ ଆସନରେ ଲଢି ଜିତିଥିଲା ୨୩ ଆସନ * କଂଗ୍ରେସ ୧୩୮ ଆସନରେ ଲଢି ଜିତିଥିଲା ୯ ଆସନ * ସିପିଏମ ୫ଟି ଆସନରେ ଲଢି ଗୋଟିଏ ଆସନରେ ବିଜୟୀ ହୋଇଥିଲା * ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ । The post ୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି appeared first on News Room Odisha.

Hence then, the article about ୨୦୧୯ ନ ର ବ ଚନ ପର ଦଳ ୟ ସ ଥ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି )

Last updated :

Also on site :

Most Viewed News
جديد الاخبار