ଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ ...Middle East

News by : (News room odisha) -
ବେଙ୍ଗାଲୁରୁ: ନିଲମ୍ବିତ ଜେଡି (ଏସ୍) ସାଂସଦ ପ୍ରଜ୍ବଳ ରେଭନ୍ନା ଯୌନ ନିର୍ଯାତନା ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏହା ପୂର୍ବରୁ ପ୍ରଜ୍ବଳ ରେଭନ୍ନା ସୋମବାର ଏକ ଭିଡିଓ ଜାରି କରି ସେ ମେ ୩୧ରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି)ରେ ହାଜର ହେବେ ବୋଲି କହିଥିଲେ। ରେଭାନ୍ନା କହିଛନ୍ତି ତାଙ୍କ ବିଦେଶ ଯାତ୍ରା ପୂର୍ବ ନିର୍ଦ୍ଧାରିତ ଥିଲା । ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ଭୋଟ ଗ୍ରହଣ ହୋଇଥିବା ବେଳେ ତାଙ୍କ ବିରୋଧରେ କୌଣସି ମାମଲା ନ ଥିଲା। ସେ ରାଜନୀତିରେ ଆଗକୁ ବଢୁଥିବାରୁ ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ରିପୋର୍ଟ ମୁତାବକ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ବଳ ସ୍ବଦେଶ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିସାରିଛନ୍ତି। ମେ ୩୦ ଅର୍ଥାତ୍ ଆଜି ସେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ। ବେଙ୍ଗାଲୁରୁ ବିମାନ

Hence then, the article about ଆଗ ଆ ଜ ମ ନ ଆବ ଦନ କଲ ପ ରଜ ବଳ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ )

Last updated :

Also on site :

Most Viewed News
جديد الاخبار