ଛତିଶଗଡ଼ରେ ପୁଣି ୭ ମାଓବାଦୀ ନିପାତ ...Middle East

News by : (News room odisha) -
ନାରାୟଣପୁର (ଛତିଶଗଡ଼): ଛତିଶଗଡ଼ରେ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ପୁଣି ମିଳିଛି ସଫଳତା। ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏହି ସଂଘର୍ଷରେ ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ସୀମାକୁ ଲାଗିଥିବା ଟେକମେଟା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ନକ୍ସଲ ବିରୋଧୀ ଅପରେସନରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଟିମ୍ ସାମିଲ ଥିଲେ। ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ସୁରକ୍ଷା ବାହିନୀ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣେ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୬ରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ମାଓ ବିରୋଧୀ ଅପରେସନରେ ୨୯ ମାଓବାଦୀ ନିହତ ହୋଇଥିଲେ । The post ଛତିଶଗଡ଼ରେ ପୁଣି ୭ ମାଓବାଦୀ

Hence then, the article about ଛତ ଶଗଡ ର ପ ଣ ୭ ମ ଓବ ଦ ନ ପ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଛତିଶଗଡ଼ରେ ପୁଣି ୭ ମାଓବାଦୀ ନିପାତ )

Last updated :

Also on site :

Most Viewed News
جديد الاخبار