‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍ ...Middle East

News by : (News room odisha) -
ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି। ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ ପାଇଁ ବାସନ୍ଦ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତିି। ଏହାଛଡ଼ା ‘ନୋଟା’କୁ ଏକ କାଳ୍ପନିକ ପ୍ରାର୍ଥୀ ଭାବେ ଧରାଯିବା ଉଚିତ ବୋଲି ଯୁକ୍ତି କରିଛନ୍ତିି ଆବେଦନକାରୀ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏପ୍ରିଲ ୨୨ରେ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍

Hence then, the article about ନ ଟ କ ଅଧ କ ଭ ଟ ମ ଳ ଲ ସ ନ ମତଦ ନ ପ ଇ ସ ପ ର ମକ ର ଟର ଜନସ ବ ର ଥ ମ ମଲ ନ ର ବ ଚନ କମ ଶନଙ କ ନ ଟ ସ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍ )

Last updated :

Also on site :

Most Viewed News
جديد الاخبار