ଏନପିଏସ ଅର୍ଥ ହଡପ କରି ବନ୍ଧାହେଲେ ବିଇଓ ...Middle East

News by : (News room odisha) -
ଫୁଲବାଣୀ – ଟଙ୍କା ହଡ଼ପ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ଗିରଫ କରାଯାଇଛି । ଜାତୀୟ ପେନସନ୍ ସିଷ୍ଟମ ( ଏନପିଏସ ) ଅର୍ଥ ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ ଏନପିଏସରୁ ୨୦ ଲକ୍ଷ ଟଙ୍କା ହଡ଼ପ କରି ସେୟାର ମାର୍କେଟରେ ଲଗାଇଥିଲେ। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନଙ୍କ ନ୍ୟାସନାଲ ପେନସନ ସିଷ୍ଟମର ୨୦ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରି ବିଇଓ ନିଜ ଆକାଉଣ୍ଟକୁ ନେଇଥିଲେ ଏବଂ ସେହି ଅର୍ଥକୁ ସେୟାର ମାର୍କେଟରେ ବିନିଯୋଗ କରିଥିଲେ। ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଭିଜିଲାନ୍ସ ଅବଗତ ହେଲା ପରେ ରସାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କୁ ଅଟକ ରଖି ପଚରାଉଚରା କଲା ପରେ ଗିରଫ କରାଯାଇଛି ‌। The post ଏନପିଏସ ଅର୍ଥ ହଡପ କରି ବନ୍ଧାହେଲେ ବିଇଓ appeared first on News Room Odisha.

Hence then, the article about ଏନପ ଏସ ଅର ଥ ହଡପ କର ବନ ଧ ହ ଲ ବ ଇଓ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏନପିଏସ ଅର୍ଥ ହଡପ କରି ବନ୍ଧାହେଲେ ବିଇଓ )

Last updated :

Also on site :

Most Viewed News
جديد الاخبار