ବେଙ୍ଗାଲୁରୁ : ଆଇପିଏଲ୍ ୨୦୨୪ ସିଜନ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ‘ଅନବକ୍ସ’ ଇଭେଣ୍ଟରେ ଆରସିବି ଏହାର ନୂଆ ନାମ ଘୋଷଣା କରିଛି। ଦଳ ଏବେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ଭାବେ ଜଣାଯିବ । ଏହାଛଡ଼ା ଦଳ ଆଗାମୀ ସିଜନ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଛି । The City we love, the Heritage we embrace, and this is the time for our ಹೊಸ ಅಧ್ಯಾಯ. PRESENTING TO YOU, ROYAL CHALLENGERS BENGALURU, ನಿಮ್ಮ ತಂಡ, ನಿಮ್ಮ RCB!#PlayBold #ನಮ್ಮRCB #RCBUnbox pic.twitter.com/harurFXclC — Royal Challengers Bangalore (@RCBTweets) March 19, 2024 ୨୦୧୪ ମସିହାରେ ବାଙ୍ଗାଲୋର ସହର ନାମ ଵଦଳି ‘ବେଙ୍ଗାଲୁରୁ’ ହୋଇଥିଲା । ତଦନୁସାରେ ଆରସିବି ଫ୍ୟାନମାନେ ମଧ୍ୟ ଦଳର ନାଁ ବଦଳାଇବାକୁ ଦାବି କରିଆସୁଥିଲେ
Hence then, the article about ଆଇପ ଏଲ ପ ର ବର ଆରସ ବ ନ ବଦଳ ଲ was published today ( ) and is available onNews room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.
Read More Details Finally We wish PressBee provided you with enough information of ( ଆଇପିଏଲ୍ ପୂର୍ବରୁ ଆରସିବି ନାଁ ବଦଳିଲା )