ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ ...Middle East

News by : (News room odisha) -
ଭୁବନେଶ୍ୱର – ପକ୍ଷୀ ଗଣନା ପରେ ଚିଲିକା ହ୍ରଦରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଦିନ ୧୨ଟା ଯାଏଁ ଚାଲିବ । ପ୍ରଥମେ ଇରାୱାଡି ଡଲଫିନ ଗଣନା କରାଯାଉଛି ।ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସାତପଡ଼ାରେ ଡଲଫିନ୍ ଗଣନା ପାଇଁ ୮ଟି ଟିମ୍‌ ନିୟୋଜିତ ଅଛନ୍ତି। ପ୍ରତ୍ୟେକ ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଗହୀରମଥାରେ ବି ଡଲଫିନ୍‌ ଗଣନା ଆରମ୍ଭ ହୋଇଛି। ୯ଟି ଟିମ୍‌ ୩ ଦିନ ଧରି ଡଲଫିନ୍‌ ଗଣନା କରିବେ । ପ୍ରତି ଟିମ୍‌ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । The post ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ appeared first on News Room Odisha.

Hence then, the article about ଚ ଲ କ ଓ ଗହ ରମଥ ର ଡଲଫ ନ ଗଣନ ଆରମ ଭ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ )

Last updated :

Also on site :

Most Viewed News
جديد الاخبار