ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ  ...Middle East

News by : (News room odisha) -
ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ବିବାଦୀୟ ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆଜି ରାଜ୍ୟରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛି ଡ୍ରାଇଭର ସଂଘ । ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ବସ୍‌ ଚଳାଚଳ ବନ୍ଦ ରହିଛି। ନେତାଜୀ ବସ୍ ଟର୍ମିନାଲରୁ ବସ୍ ଚଳାଚଳ କରୁନାହିଁ। କେବଳ ମୋ ବସ୍ ଓ ସରକାରୀ ବସ୍ ହିଁ ଚାଲୁଛି । ବସ୍ ଚଳାଚଳ ବନ୍ଦ ଯୋଗୁଁ ଅପେକ୍ଷାରତ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । The post ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ  appeared first on News Room Odisha.

Hence then, the article about ଡ ର ଇଭରଙ କ ଷ ଟ ୟର ଛ ଡ ଆନ ଦ ଳନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ  )

Last updated :

Also on site :

Most Viewed News
جديد الاخبار