ଡମ୍ପରକୁ ଧକ୍କା ଦେଇ ଜଳିଗଲା ବସ୍, ୧୨ ମୃତ ...Middle East

News by : (News room odisha) -
ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ରାତିରେ ଏକ ଡମ୍ପର ଟ୍ରକ୍ ସହ ଧକ୍କା ପରେ ଏକ ଘରୋଇ ବସରେ ନିଆଁ ଲାଗି ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତହସିଲଦାର ଜିଏସ ବୈରୱାଙ୍କ କହିବା ମୁତାବକ, ଏହି ଦୁର୍ଘଟଣା ବୁଧବାର ରାତି ପ୍ରାୟ ୯ଟା ବେଳେ ଗୁନା-ଆରୋନ ରୋଡରେ ଘଟିଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପର ଟ୍ରକ୍ ସହ ଏକ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। The post ଡମ୍ପରକୁ ଧକ୍କା ଦେଇ ଜଳିଗଲା ବସ୍, ୧୨ ମୃତ appeared firs

Hence then, the article about ଡମ ପରକ ଧକ କ ଦ ଇ ଜଳ ଗଲ ବସ ୧୨ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଡମ୍ପରକୁ ଧକ୍କା ଦେଇ ଜଳିଗଲା ବସ୍, ୧୨ ମୃତ )

Last updated :

Also on site :

Most Viewed News
جديد الاخبار