ଚୀନରେ ବଡ଼ ଧରଣର ଭୂକମ୍ପ, ୧୧୧ ମୃତ ...Middle East

News by : (News room odisha) -
ବେଜିଂ: ଉତ୍ତର-ପଶ୍ଚିମ ଚୀନ୍‌ରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨୦ ଜଣ ଆହତ ହୋଇଛନ୍ତି। ଚୀନ୍‌ର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ଗତକାଲି ମଧ୍ୟରାତ୍ରିରେ ଗାଂସୁ ପ୍ରଦେଶରେ ଏହି ଭୂକମ୍ପ ଆସିଥିଲା । ଭୂକମ୍ପ ଯୋଗୁଁ ଗାଂସୁ ଓ ପଡ଼ୋଶୀ କିଙ୍ଘାଇ ପ୍ରଦେଶରେ ଅନେକ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ୍) ସୂଚନା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ଥିବାବେଳେ ଗଭୀରତା ୧୦ କିଲୋମିଟର ଥିଲା । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ମଙ୍ଗଳବାର ସକାଳୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ଗଣମାଧ୍ୟମ ସଂସ୍ଥା ଜିନହୁଆ ମୁତାବକ, ଗାଂସୁରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ ହୋଇଛନ୍ତି । କିଙ୍ଘାଇରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୧୨୪ ଜଣ ଆହତ ହୋଇଛନ୍ତି। ଏହି ଦୁଇ ପ୍ରଦେଶରେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି। ଚୀନ୍ ଏକ ଭୂକ

Hence then, the article about ଚ ନର ବଡ ଧରଣର ଭ କମ ପ ୧୧୧ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଚୀନରେ ବଡ଼ ଧରଣର ଭୂକମ୍ପ, ୧୧୧ ମୃତ )

Last updated :

Also on site :

Most Viewed News
جديد الاخبار