ଓଡ଼ିଶା ଜଙ୍ଗଲରେ କଳା ବାଘ ...Middle East

News by : (News room odisha) -
ଭୁବନେଶ୍ୱର – ରାଜ୍ୟର ବନ୍ୟପ୍ରାଣୀ କ୍ଷେତ୍ର ପାଇଁ ଭଲ ଖବର । ଓଡ଼ିଶାର ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା ବାଘ ।କ୍ୟାମେରା ଟ୍ରାପ୍‌ରେ କଏଦ୍ ହୋଇଛି କଳା ରଙ୍ଗର କଲରା ପତରିଆ ବାଘ । କଳା କଲରା ପତରିଆ ବାଘର ଉପସ୍ଥିତି ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ । ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଛି ।କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ କଳା ବାଘ ଦେଖାଯାଇଥିବା ସୂଚନା ମିଳିଛି। The post ଓଡ଼ିଶା ଜଙ୍ଗଲରେ କଳା ବାଘ appeared first on News Room Odisha.

Hence then, the article about ଓଡ ଶ ଜଙ ଗଲର କଳ ବ ଘ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଓଡ଼ିଶା ଜଙ୍ଗଲରେ କଳା ବାଘ )

Last updated :

Also on site :

Most Viewed News
جديد الاخبار