ପ୍ରଥମ ଟି୨୦ରେ ଭାରତର ଜବରଦସ୍ତ ବିଜୟ ...Middle East

News by : (News room odisha) -
ବିଶାଖାପଟନମ: କ୍ୟାପଟେନ୍ ଭାବେ ଡେବ୍ୟୁରେ ଭାରତକୁ ଜିତାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ପ୍ରଥମ ଟି୨୦ରେ ରେକର୍ଡ ରନ୍ ଚେଜ୍ କରି ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୨୦୯ ରନର ବିଜୟଲକ୍ଷ୍ୟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଥିଲା । ଅନ୍ତର୍ଜାତୀୟ ଟି-୨୦ରେ ଭାରତର ଏହା ସବୁଠୁ ବଡ଼ ରନ୍ ଚେଜ୍। ଏହା ପୂର୍ବରୁ ୨୦୧୩ରେ ଭାରତ ୨୦୨/୪ ରନ୍ ଚେଜ୍ କରି ବିଜୟୀ ହୋଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ସୂର୍ଯ୍ୟକୁମାର ମାତ୍ର ୪୨ ବଲରେ ୯ଟି ଚୌକା ଓ ୪ଟି ଛକା ସହ ଧୂଆଁଧାର ୮୦ ରନ୍ କରିଥିଲେ। ସେ ତୃତୀୟ ଓ୍ବିକେଟ୍ ପାଇଁ ଇଶାନ କିଶନଙ୍କ ସହ ମିଶି ୧୧୨ ରନ୍ ଯୋଗ କରିଥିଲେ, ଯାହା ଟିମ୍ ଇଣ୍ଡିଆର ବିଜୟ ପାଇଁ ପଥ ସୁଗମ କରିଥିଲା । କିଶନ ୩୯ ବଲରେ ୨ଟି ଚୌକା ଓ ୫ଟି ଛକା ସହ ୫୮ ରନ୍ କରିଥିଲେ । ଶେଷ ଆଡକୁ ରିଙ୍କୁ ସିଂହ ଅପରାଜିତ ୨୨ ରନ୍ ସହ ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହି ଜବରଦସ୍

Hence then, the article about ପ ରଥମ ଟ ୨୦ର ଭ ରତର ଜବରଦସ ତ ବ ଜୟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ପ୍ରଥମ ଟି୨୦ରେ ଭାରତର ଜବରଦସ୍ତ ବିଜୟ )

Last updated :

Also on site :

Most Viewed News
جديد الاخبار