ଆକ୍ସନ ମୋଡ୍ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ, ଭୋରରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ସମୀକ୍ଷା ...Middle East

News by : (News room odisha) -
ଭୁବନେଶ୍ୱର- ଆକ୍ସନ ମୋଡ୍ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମେଗା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରୁଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଗତକାଲି ବଡିଭୋରରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ପରେ ଆଜି ଭୋରରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ସେ ଫିଲ୍ଡ ଭିଜିଟ କରି ସ୍ପଟ୍ ଉପରେ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ଟୁଇନ ସିଟି ଭୁବନେଶ୍ୱର ଓ କଟକକୁ ଯୋଡ଼ିବ । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦରରୁ ଭାୟା ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀ ବିହାର, ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ କଟକର ତ୍ରିଶୂଳିଆ ଛକକୁ ଯୋଡ଼ିବ । ପ୍ରକଳ୍ପ ନେଇ ୫-ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟରେ ପ୍ର

Hence then, the article about ଆକ ସନ ମ ଡ ର ୫ ଟ ଓ ନବ ନ ଓଡ ଶ ଅଧ ୟକ ଷ ଭ ରର ଭ ବନ ଶ ୱର ମ ଟ ର ଟ ର ନ ପ ରକଳ ପର ସମ କ ଷ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆକ୍ସନ ମୋଡ୍ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ, ଭୋରରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ସମୀକ୍ଷା )

Last updated :

Also on site :

Most Viewed News
جديد الاخبار