ପୋଲିସ ଗୁଳିରେ ମଙ୍ଗୁ ଘାଇଲା ...Middle East

News by : (News room odisha) -
କଟକ – ପୂଜା ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ କଟକରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଆରମ୍ଭ ହୋଇଛି ଅପରାଧୀଙ୍କୁ ଧରପଗଡ ଅଭିଯାନ । ଗତକାଲି ରାତିରେ କଟକରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଏହି ଅପରାଧୀ ଜଣକ ହେଉଛି ମନୋଜ ମହାରଣା ଓରଫ ମଙ୍ଗୁ । ମଙ୍ଗୁଙ୍କୁ ଗତକାଲି ରାତିରେ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ମଙ୍ଗୁ ସଦର ଥାନା ଅଞ୍ଚଳରେ ଥିବା ଖବର ପାଇବା ପରେ ପୋଲିସ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ମଙ୍ଗୁ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ବାଧ୍ୟ ହୋଇ ପୋଲିସର ପାଲଟା ଗୁଳି ଚଳାଇଥିଲା । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଆହତ ମଙ୍ଗୁ ନାଁରେ ବିଭିନ୍ନ ଅପରାଧ ମାମଲା ର‌ହିଛି । କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହ

Hence then, the article about ପ ଲ ସ ଗ ଳ ର ମଙ ଗ ଘ ଇଲ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ପୋଲିସ ଗୁଳିରେ ମଙ୍ଗୁ ଘାଇଲା )

Last updated :

Also on site :

Most Viewed News
جديد الاخبار