ଖଲ୍ଲିକୋଟ: ଟ୍ରକ୍ ଚାପାରେ ୩ ମୃତ ...Middle East

News room odisha - News
ଖଲ୍ଲିକୋଟ: ଟ୍ରକ୍ ଚାପାରେ ୩ ମୃତ
ଛତ୍ରପୁର: ଶ୍ରାବଣ ସୋମବାର ପାଇଁ ଜଳଲାଗି ଯାତ୍ରା ବେଳେ ଅଘଟଣ ଘଟିଛି। ଦୁଇ ଜଣ କାଉଡ଼ିଆଙ୍କ ସମେତ ଜଣେ ବୃଦ୍ଧ ଟ୍ରକ୍ ଚାପାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଡିମିରିଆ ଛକ ରାଜପଥ- ୧୬ରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଯାଉଥିବା ଏକ ଦ୍ରୁତଗାମୀ ମାଛ ବୋଝେଇ ଟ୍ରକ୍ (ଏପି୩୯ୟୁ- ୧୯୪୯) ରାଜପଥ କଡ଼ରେ ଚାଲି ଚାଲି ଯାଉଥିବା ଦୁଇ କାଉଡ଼ିଆଙ୍କ ସହ ସେହି ନିକଟରେ ଠିଆ ହୋଇଥିବା ବୃଦ୍ଧଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମୃତ କାଉଡ଼ିଆ ଦୁଇ ଜଣ ବାଣପୁର ଭଗବତୀ ମନ୍ଦିର ନିକଟ ହରିଜନ ସାହିର ପପୁ ନାହାକ, ରଞ୍ଜିତ ନାହାକ ଓ ବୃଦ୍ଧଜଣକ ନିକଟସ୍ଥ ଦଲିବାଟି ଗାଁର ଏ.ବନମାଳୀ ପାତ୍ର ବୋଲି ଜଣାପଡିଛି। ସେମାନେ ଗଞ୍ଜାମ ସହର ନିକଟ ଋଷିକୁଲ୍ୟା ନଦୀରୁ ଜଳ ଧରି ବାଲୁଗାଁ ଅଭିମୁଖେ ଯାତ୍ରା କରୁଥିଲେ। ଖଲ୍ଲିକୋ

Hence then, the article about ଖଲ ଲ କ ଟ ଟ ରକ ଚ ପ ର ୩ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଖଲ୍ଲିକୋଟ: ଟ୍ରକ୍ ଚାପାରେ ୩ ମୃତ )

Apple Storegoogle play

Last updated :

Also on site :

Most viewed in News