ବନ୍ଦ ହେଲା ଦେଶୀ ଟ୍ବିଟର ‘କୂ’ ...Middle East

News room odisha - News
ବନ୍ଦ ହେଲା ଦେଶୀ ଟ୍ବିଟର ‘କୂ’
ନୂଆଦିଲ୍ଲୀ: ଏକଦା ଦେଶୀ ଟ୍ବିଟର ଆଖ୍ୟା ପାଇଥିବା ଭାରତୀୟ ସୋସିଆଲ ମିଡ଼ିଆ କମ୍ପାନୀ ‘କୂ’ ବନ୍ଦ ହୋଇଯାଇଛି। ‘କୂ’ ଟ୍ୱିଟର (ବର୍ତ୍ତମାନ ‘ଏକ୍ସ’)ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସୋସିଆଲ ମିଡ଼ିଆ ଜଗତରେ ଏଣ୍ଟ୍ରି କରିଥିଲା | ହେଲେ ଆରମ୍ଭ ହେବାର ତିନି ବର୍ଷ ପରେ ଏହି ଭାରତୀୟ ଷ୍ଟାର୍ଟଅପ୍ ବନ୍ଦ ହୋଇଛି । ‘କୂ’ର ପ୍ରତିଷ୍ଠାତା ଅପ୍ରେମୟ ରାଧାକୃଷ୍ଣ ଏବଂ ମୟଙ୍କ ବିଦୱାଟକା ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି। ଏକଦା ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକ ଭିଭିଆଇପି ‘କୂ’ରେ ନିଜ ଆକାଉଣ୍ଟ ଖୋଲିଥିଲେ । ‘କୂ’ର ପ୍ରତିଷ୍ଠାତାଙ୍କ କହିବା ମୁତାବକ ବ୍ୟାବସାୟିକ ପାର୍ଟନରସିପ୍ ନେଇ ଆଲୋଚନା ବିଫଳ ହେବା ଏବଂ କମ୍ପାନୀ ଚଳାଇବାରେ ବ୍ୟୟବହୁଳତା ଯୋଗୁଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରିବାକୁ ପଡ଼ିଛି। ଆର୍ଥିକ ସମସ୍ୟା ଯୋଗୁଁ କମ୍ପାନୀ ଏପ୍ରିଲ୍ ୨୦୨୩ରୁ ହିଁ କର୍ମଚାରୀ ଛଟେଇ ଆରମ୍ଭ କରିଥିଲା । ଏ

Hence then, the article about ବନ ଦ ହ ଲ ଦ ଶ ଟ ବ ଟର କ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବନ୍ଦ ହେଲା ଦେଶୀ ଟ୍ବିଟର ‘କୂ’ )

Apple Storegoogle play

Last updated :

Also on site :