ଆଜି ବିଜେଡି ବିଧାୟକ ଦଳ ବୈଠକ ...Middle East

News room odisha - News
ଆଜି ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ବର – ଆଜି ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ଆଜି ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି। ଆଜି ଅପରାହ୍ନ ୪ଟା ୩୦ରେ ଶଙ୍ଖଭବନରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି। ବୈଠକରେ ବିଧାନସଭାରେ ଦଳର ଉପନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ନାଁ ମଧ୍ୟ ଘୋଷଣା ହେବା ସମ୍ଭାବନା ରହିଛି। The post ଆଜି ବିଜେଡି ବିଧାୟକ ଦଳ ବୈଠକ appeared first on News Room Odisha.

Hence then, the article about ଆଜ ବ ଜ ଡ ବ ଧ ୟକ ଦଳ ବ ଠକ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜି ବିଜେଡି ବିଧାୟକ ଦଳ ବୈଠକ )

Apple Storegoogle play

Last updated :

Also on site :

Most viewed in News


Latest News