ଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ ...Middle East

News room odisha - News
ଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲକୁ ଫେରିବେ। ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହି ଜାମିନ ଅବଧି ଶନିବାର ଶେଷ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲ ଆଜି (ଜୁନ୍ ୨) ତିହାର ଜେଲରେ ଆତ୍ମସମର୍ପଣ କରିବେ। ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଅବଧି ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ନିକଟରେ କହିଥିଲେ ଯେ ସେ ଜୁନ୍ ୨, ରବିବାର ଦିନ ଅପରାହ୍ନ ୩ଟାରେ ତିହାର କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏଥିପାଇଁ କେଜ୍ରିୱାଲ ପ୍ରଥମେ ନିଜ ସିଭିଲ ଲାଇନ ସରକାରୀ ବାସଭବନରୁ ଅପରାହ୍ନ ୨ଟାରେ ରାଜଘାଟ ମନ୍ଦିରକୁ ଯିବେ। ଏହା ପରେ କେଜ୍ରିୱାଲ ପାର୍ଟି ମୁଖ୍ୟାଳୟରେ ପହଞ୍ଚ

Hence then, the article about ଆଜ ଆତ ମସମର ପଣ କର ବ କ ଜ ର ୱ ଲ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ )

Apple Storegoogle play

Last updated :

Also on site :