ଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି ...Middle East

News room odisha - News
ଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି
ନୂଆଦିଲ୍ଲୀ – ଚଳିତ ବର୍ଷ ମୌସୁମୀ ଆଗୁଆ କେରଳ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ’ ୩୧ ସୁଦ୍ଧା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ସାଧାରଣତଃ ମେ ’ ୨୨ ବେଳକୁ ମ ମୋୖସୁମୀ ସକ୍ରିୟ ହେବା ସହିତ ଜୁନ୍‌ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁ ଥାଏ। ଏହାପରେ ଏହା ଉତ୍ତର ଦିଗକୁ ଗତି କରିବା ସହିତ ଜୁଲାଇ ୧୫ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଭାଗରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ମୌସୁମୀ ମେ ’ ୧୯ ତାରିଖରେ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଭାଗର କିଛି ଅଞ୍ଚଳ ଏବଂ ନିକୋବର ଦ୍ବୀପାଞ୍ଚଳରେ ଗତିଶୀଳ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଜୁନରୁ ସେପ୍ଟମ୍ବର ମାସ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ମଧ୍ୟ ଆଇଏମଡି ପୂର୍ବାନୁମାନ କରିଛି। The post ଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି appeared first on News Room Odisha.

Hence then, the article about ଏଥର ଆଗ ଆ ଆସ ବ ମ ସ ମ ଆଇଏମଡ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି )

Apple Storegoogle play

Last updated :

Also on site :

Most viewed in News
Parade - before 9 hours & 32 minute