ପ୍ରଥମ ଦଳ ଭାବେ ପ୍ଲେ ଅଫରେ କେକେଆର୍ ...Middle East

News room odisha - News
ପ୍ରଥମ ଦଳ ଭାବେ ପ୍ଲେ ଅଫରେ କେକେଆର୍
କୋଲକାତା: ସ୍ପିନର ସୁନୀଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶନିବାର ଏଠାରେ ବର୍ଷା ବାଧାପ୍ରାପ୍ତ ଆଇପିଏଲ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ହରାଇ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଓଭର ସଂଖ୍ୟା ୨୦ରୁ ୧୬କୁ ହ୍ରାସ କରାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ଦଳ ଶୃଙ୍ଖଳିତ ବୋଲିଂ କରିଥିବା ବେଳେ କେକେଆର୍ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୭ ରନ୍ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୨୧ଟି ବଲରେ ୪୨ ରନ୍ କରିଥିଲେ । ଏହି ବିଜୟ ଲକ୍ଷ୍ୟ ଜବାବରେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ ଷ୍ଟାର୍ଟ କରି ଏକଦା ୬.୪ ଓଭରରେ ବିନା କୌଣସି କ୍ଷତିରେ ୬୫ ରନ୍ କରିଥିଲା। ତେବେ କ

Hence then, the article about ପ ରଥମ ଦଳ ଭ ବ ପ ଲ ଅଫର କ କ ଆର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ପ୍ରଥମ ଦଳ ଭାବେ ପ୍ଲେ ଅଫରେ କେକେଆର୍ )

Apple Storegoogle play

Last updated :

Also on site :



Latest News