ଆଉ ଚାରିଦିନ କାଳବୈଶାଖୀ  ...Middle East

News room odisha - News
ଆଉ ଚାରିଦିନ କାଳବୈଶାଖୀ 
ଭୁବନେଶ୍ବର – ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। କେନ୍ଦ୍ରାପଡାରେ ସର୍ବାଧିକ ୪୨ ମିମି ବର୍ଷା ହୋଇଛି। ଚାନ୍ଦବାଲି, ପାରାଦ୍ବୀପ, କେନ୍ଦୁଝର ଏବଂ ଭୁବନେଶ୍ବରରେ ମଧ୍ୟ କାଳବୈଶାଖୀ ବର୍ଷା ହୋଇଛି। କାଳବୈଶାଖୀ ଯୋଗୁଁ ରାଜ୍ୟରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ମଙ୍ଗଳବାର ରାଜ୍ୟର ସମସ୍ତ ସହରରେ ପାରଦ ୪୦ଡିଗ୍ରୀ ତଳକୁ ଖସିଥିଲା । କିନ୍ତୁ ବୁଧବାର ପୁଣି ତାପମାତ୍ରା ୪୦ଡିଗ୍ରୀ ଛୁଇଁଛି। ବଲାଙ୍ଗିର ଏବଂ ନୂଆପଡାରେ ପାରଦ ୪୦ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୪ଦିନ ଯାଏଁ ରାଜ୍ୟର ଉତ୍ତର, ଦକ୍ଷିଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଅନୁଗୋଳ ଏବଂ ବାଲେଶ୍ବରରେ କାଳବୈଶାଖୀ ଅନୁଭୂତ ହୋଇପାରେ। ସେହିପରି ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗ

Hence then, the article about ଆଉ ଚ ର ଦ ନ କ ଳବ ଶ ଖ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଉ ଚାରିଦିନ କାଳବୈଶାଖୀ  )

Apple Storegoogle play

Last updated :

Also on site :