ଅଟୋ ଉପରେ ମାଡ଼ିଗଲା ଟ୍ରକ୍, ୩ ମୃତ , ୮ ଆହତ ...Middle East

News room odisha - News
ଅଟୋ ଉପରେ ମାଡ଼ିଗଲା ଟ୍ରକ୍, ୩ ମୃତ , ୮ ଆହତ
ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି। ରାଇଘର ଥାନା ଯୋଡେଙ୍ଗା ନିକଟରେ ଯାତ୍ରୀବାହୀ ଅଟୋ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା । ଅଟୋରେ ଥିବା ୨ ଜଣ ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ୮ ଜଣ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଅଟୋରେ ମୋଟ ୧୦ ଜଣ ଯାତ୍ରୀ ଥିଲେ । The post ଅଟୋ ଉପରେ ମାଡ଼ିଗଲା ଟ୍ରକ୍, ୩ ମୃତ , ୮ ଆହତ appeared first on News Room Odisha.

Hence then, the article about ଅଟ ଉପର ମ ଡ ଗଲ ଟ ରକ ୩ ମ ତ ୮ ଆହତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଅଟୋ ଉପରେ ମାଡ଼ିଗଲା ଟ୍ରକ୍, ୩ ମୃତ , ୮ ଆହତ )

Apple Storegoogle play

Last updated :

Also on site :