ଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି ...Middle East

News room odisha - News
ଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି
ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର‌ ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି ଆକ୍ସନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣରୁ ଏହି ପରିସଂଖ୍ୟାନ ସାମ୍ନାକୁ ଆସିଛି। ୨୦୦୨ରେ ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଣାଯାଇଥିଲା। ଟିକସ ଫାଙ୍କି, କଳା ଟଙ୍କା ଏବଂ ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧର ତଦନ୍ତ ପାଇଁ ଜୁଲାଇ ୧, ୨୦୦୫ରୁ ଏହି ଆଇନ ଲାଗୁ କରାଯାଇଥିଲା। ଗତ ୧୦ ବର୍ଷ ଧରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ବିରୋଧରେ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଆସୁଛ

Hence then, the article about ଗତ ୧୦ ବର ଷର ଇଡ ଚଢ ଉ ୮୬ ଗ ଣ ବଢ ଛ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି )

Apple Storegoogle play

Last updated :

Also on site :