ସମ୍ବଲପୁରରେ “ଭୋଟର ଦାଦା” ଓ “ଭୋଟର ନାନି” ...Middle East

News room odisha - News
ସମ୍ବଲପୁରରେ “ଭୋଟର ଦାଦା” ଓ “ଭୋଟର ନାନି”
ସମ୍ବଲପୁର: ‘କୌଣସି ଭୋଟରଙ୍କୁ ପଛରେ ଛାଡି ଦିଆଯିବ ନାହିଁ ” ମନ୍ତ୍ର ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭୋଟର ମାସ୍କଟ୍ ପ୍ରଚଳନ କରାଯାଇଛି, ଯଥା ‘ଭୋଟର ଦାଦା’ ଏବଂ ‘ଭୋଟର୍ ନାନୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ସ୍ୱିପ୍ ଟୋଟେମ୍। ‘ଭୋଟର ଦାଦା’ ଓ ‘ଭୋଟର ନାନି’ ମାସ୍କଟ୍ ହେଉଛି ନିର୍ବାଚନୀ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଅଭିନବ ଉପାୟ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ମଡେଲ ପୋଲିଂ ଷ୍ଟେସନ, ସଖୀ ବୁଥ୍ (ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର), ପିଡବ୍ଲ୍ୟୁଡି ପରିଚାଳିତ ମତଦାନ କେନ୍ଦ୍ର, ଭୋଟରଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଅନ୍ଲାଇନ୍ ଓ ଅଫ୍ଲାଇନ୍ ସୁବିଧା ବିଷୟରେ ସୂଚନା, ନୈତିକ ମତଦାନ ଆଦି ବିଷୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ସେମାନଙ୍କୁ ଦାୟିତ୍ବ ଦିଆଯାଇଛି। ମାସ୍କଟ୍ ଏବଂ ସେଲ୍ଫି ପଏଣ୍ଟ ପ୍ରଚଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ନିର୍ବା

Hence then, the article about ସମ ବଲପ ରର ଭ ଟର ଦ ଦ ଓ ଭ ଟର ନ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ସମ୍ବଲପୁରରେ “ଭୋଟର ଦାଦା” ଓ “ଭୋଟର ନାନି” )

Apple Storegoogle play

Last updated :

Also on site :



Latest News